19.1 C
Bhubaneswar
Friday, November 22, 2024
Homeଓଡିଶାଏସ୍‌ବିଆଇ ଏଟିଏମ୍‌ରୁ ଲୁଟ

ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ

ଭବାନିପାଟଣା : ସ୍ଥାନୀୟ କେସିଙ୍ଗା ରୋଡ଼ରେ ଥିବା ଏସବିଆଇ ଏଟିଏମ୍‌ରୁ ଗତ କାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଲୁଟ କରିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହେଇଛି। ତେବେ ସେଥିରେ କେତେ ଟଙ୍କା ଥିଲା ଜଣା ପଡିନି । ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି । କିଛି ବର୍ଷ ତଳେ ମୁଖିଗୁଡାସ୍ଥିତ ଏକ ଏଟିଏମ୍‌କୁ ଦୁର୍ବୃତ୍ତ ଲୁଟ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking