17.1 C
Bhubaneswar
Friday, December 19, 2025
Homeଓଡିଶାସଡକ ଦୁର୍ଘଟଣା : ୪ ଆହତ

ସଡକ ଦୁର୍ଘଟଣା : ୪ ଆହତ

ସମ୍ବଲପୁର : ବସ ଓ ପାଇପ ବୋଝେଇ ଟ୍ରକ  ମଧ୍ୟରେ ଧକ୍କା ହୋଇଛି । ଧକ୍କାରେ  ରାସ୍ତା ତଳକୁ ଖସିପଡିଲା  ବସ ।  ଦୁର୍ଘଟଣା  ଦୁଲପର ଛକରେ ଘଟିଛି ।  ସମ୍ବଲପୁରରୁ  ଦାମନେଯାଡି ଯାଉଥିବା  ବସ , ବୀପରିତ ଦିଗରୁ ଆସିଥିବା ଟ୍ରକ ମଧ୍ୟରେ  ଧକ୍କା ହୋଇଛି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି  । ଆହତଙ୍କୁ  ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking