33.1 C
Bhubaneswar
Tuesday, October 1, 2024
Homeଓଡିଶାଗୃହ ଓ ସହରାଞ୍ଚଳ ବିଭାଗର ଅଧିକାରୀ ସ୍ତରରେ ଅଦଳ ବଦଳ

ଗୃହ ଓ ସହରାଞ୍ଚଳ ବିଭାଗର ଅଧିକାରୀ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ଗୃହ ଓ ସହରାଞ୍ଚଳ ବିଭାଗରେ ଅଧିକାରୀ ସ୍ତରରେ ଅଦଳ ବଦଳ କରିଛନ୍ତି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ..

୧. ଶୁସାନ୍ତ କୁମାର ସାହୁ -ପୂର୍ବତନ ତହସିଲଦାର,ସୁକ୍ରୁଳି (ଥିଲେ)- ଏନଫୋର୍ସମେଣ୍ଟ ଅଫିସର , ସମ୍ବଲପୁର ମ୍ୟୁନିସିପାଲଟି (ହେଲେ)
୨.ଶ୍ୱେତାପଦ୍ମା ଧଳ-କାର୍ଯ୍ୟନିର୍ବାହୀ ଅଧିକାରୀ କୋଣର୍କ ଏନଏସି(ଥିଲେ)- କାର୍ଯ୍ୟନିର୍ବାହୀ ଅଧିକାରୀ , ଯୋଡା ମ୍ୟୁନିସିପାଲଟି (ହେଲେ)
୩.ପ୍ରସନ୍ନ କୁମାର ଦାସ – କାର୍ଯ୍ୟନିର୍ବାହୀ ଅଧିକାରୀ,ନିଳଗିରି ଏନଏସି(ଥିଲେ)- କାର୍ଯ୍ୟନିର୍ବାହୀ ଅଧିକାରୀ,ଛତ୍ରପୁର ଏନଏସି (ହେଲେ)
୪.ପ୍ରମୋଦ କୁମାର ପାଢୀ- କାର୍ଯ୍ୟନିର୍ବାହୀ ଅଧିକାରୀ , କୋଟପାଡ ଏନଏସି (ଥିଲେ)- କାର୍ଯ୍ୟନିର୍ବାହୀ ଅଧିକାରୀ, ଗୋପାଳପୁର ଏନଏସି (ହେଲେ)
୫.ଜଗନ୍ନାଥ ବେହେରା- କାର୍ଯ୍ୟନିର୍ବାହୀ ଅଧିକାରୀ , ଉଦଳା ଏନଏସି(ଥିଲେ)- କାର୍ଯ୍ୟନିର୍ବାହୀ ଅଧିକାରୀ ,ଚମ୍ପୁଆ ଏନଏସି (ହେଲେ)
୬.ମାନସ ରଞ୍ଜନ ମଲ୍ଲିକ – କାର୍ଯ୍ୟନିର୍ବାହୀ ଅଧିକାରୀ , ଗୋପାଳପୁର ଏନଏସି(ଥିଲେ)- କାର୍ଯ୍ୟନିର୍ବାହୀ ଅଧିକାରୀ ,ଝାରସୁଗୁଡା ମୁନସିପାଲଟି(ହେଲେ)
୭.ଆକ୍ରିତି ଗୋଏଙ୍କା- ଓଏମଏଏସ ର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ , ଆଠଗଡ ଏନଏସି(ଥିଲେ)- କାର୍ଯ୍ୟନିର୍ବାହୀ ଅଧିକାରୀ ,କୋଣାର୍କ ଏନଏସି (ହେଲେ)
୮.ଉମେଶ ଚନ୍ଦ୍ର ସାହୁ- ଓଆରଏସ ର କାର୍ଯ୍ୟନିର୍ବାହୀ ଅଧିକାରୀ , ଯୋଡା ମ୍ୟୁନିସିପାଲଟି (ଥିଲେ)- କାର୍ଯ୍ୟନିର୍ବାହୀ ଅଧିକାରୀ ,ଅତାବିରା ଏନଏସି (ହେଲେ)
୯.ଅନିରୁଦ୍ଧ ପ୍ରଧାନ- ଓଆରଏସ ର କାର୍ଯ୍ୟନିର୍ବାହୀ ଅଧିକାରୀ , ଚମ୍ପୁଆ ଏନଏସି (ଥିଲେ)- କାର୍ଯ୍ୟନିର୍ବାହୀ ଅଧିକାରୀ ,ବିଜେପୁର ଏନଏସି (ହେଲେ)
୧୦.ୟାସିର ବିଲାଲ ଅହମ୍ମଦ- ଓଏମଏଏସ ର କାର୍ଯ୍ୟନିର୍ବାହୀ ଅଧିକାରୀ , ଛତ୍ରପୁର ଏନଏସି(ଥିଲେ)- କାର୍ଯ୍ୟନିର୍ବାହୀ ଅଧିକାରୀ ,ପାରଳାଖେମୁଣ୍ଡି ମ୍ୟୁନିସିପାଲଟି (ହେଲେ)
୧୧.ସମରେଶ ମହାନ୍ତି-ସେକ୍ସନ ଅଫିସର, ଡାଇରେକ୍ଟର ଅଫ ସ୍ଟାଟିଷ୍ଟିକ ଅଣ୍ଡ ଇକୋନମିକ,ଭୁବନେଶ୍ୱର (ଥିଲେ)- କାର୍ଯ୍ୟନିର୍ବାହୀ ଅଧିକାରୀ, ନବରଙ୍ଗପୁର ମ୍ୟୁନିସିପାଲଟି (ହେଲେ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking