29.1 C
Bhubaneswar
Tuesday, October 22, 2024
Homeଓଡିଶାଅଧ ଘଣ୍ଟା ଭିତରେ ଉଦ୍ଧାର : ଏସପି

ଅଧ ଘଣ୍ଟା ଭିତରେ ଉଦ୍ଧାର : ଏସପି

ସୋନପୁର : ବୋରୱେଲରେ ବୃଦ୍ଧା ପଡିବା ଘଟଣାରେ ସୁବର୍ଣ୍ଣପୁର ଏସପିଙ୍କ ସୂଚନା । ଜେସିବି ସାହାଯ୍ୟରେ ଆଉ ଏକ ଗାତ ଖୋଳା ଯାଉଛି । ମାଟି ଟାଣ ଅଛି , ତେଣୁ ଧସିବା ସମ୍ଭାବନା ନାହିଁ । ଆଉ ଅଧ ଘଣ୍ଟା ଭିତରେ ରେସ୍କୁ୍ୟ ସରିବ ବୋଲି ଆଶା । ଗାତ ଭିତରକୁ ରଶି ଦ୍ୱାରା ଅକ୍ସିଜେନ ଯୋଗାଣ ଜାରି ରହିଛି । ଜୀବିତ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରାଯିବ ବୋଲି ଆଶା ।

ଦୀପାବଳି ବଢ଼ାଇଲା ଟେନସନ୍‌, ଗୁରୁତର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking