18.1 C
Bhubaneswar
Thursday, November 28, 2024
Homeଦେଶ ବିଦେଶରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ

ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ରେପୋ ରେଟ୍ (ସୁଧ ହାର) ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି । ରିଜର୍ଭ ବ୍ୟାଙ୍କ ମନିଟାରୀ ପଲିସୀ କମିଟିର ଦୁଇଦିନିଆ ବୈଠକ ଗୁରୁବାର ଶେଷ ହୋଇଥିବାବେଳେ ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କ୍ରମାଗତ ତୃତୀୟ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।

ତେବେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଅର୍ଥନୀତିରେ ମନି ସପ୍ଲାଇକୁ ହ୍ରାସ କରାଯିବା ଉପରେ କମିଟି ଗୁରୁତ୍ୱାରୋପ କରିଛି । ସୂଚନାଯୋଗ୍ୟ ରେପୋ ରେଟ୍ ବୃଦ୍ଧି କରାଗଲେ ସରକାରୀ ଉଦ୍ୟୋଗରେ ପରିଚାଳିତ ବ୍ୟାଙ୍କଗୁଡିକ ଋଣ ଉପରେ ଲାଗୁ ହେଉଥିବା ସୁଧ ହାରକୁ ବୃଦ୍ଧି କରିବାକୁ ବାଧ୍ୟ ହୋଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking