26.1 C
Bhubaneswar
Sunday, March 15, 2026
Homeଓଡିଶାଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ବଦଳି: ମନ୍ତ୍ରୀ

ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ବଦଳି: ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷକ ବଦଳି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ ଶିକ୍ଷକ-ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଦଳବଦଳ ହୁଏ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷକ ଅଦଳବଦଳ କରାଯାଏ । ଗୋଟିଏ ସ୍ଥାନରେ ଜଣେ ଶିକ୍ଷକ ବେଶିଦିନ ରହିବେ ନାହିଁ । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ବଦଳି କରାଯାଇଛି । ହାଇକୋର୍ଟ କ’ଣ ଆଦେଶ ଦେଇଛନ୍ତି ତର୍ଜମା କରାଯିବ । କିପରି ବଦଳିର ସ୍ୱଚ୍ଛତା ଆସିବ ସେନେଇ ବିଭାଗ କାମ କରିବ । ସୂଚନାଯୋଗ୍ୟ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କରିଥିଲେ ହାଇକୋର୍ଟ । ୧୫ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସାଂସଦ, ବିଧାୟକଙ୍କୁ ଦେଇଥିଲେ କ୍ଷମତା । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତେକ୍ଷପକୁ ହାଇକୋର୍ଟ ନାପସନ୍ଦ କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking