ଭୁବନେଶ୍ୱର: ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା। ବିରୋଧୀ ଯେଉଁ ସବୁ ପ୍ରଶ୍ନ ଉଠେଇବେ , ତାକୁ ସାମ୍ନା କରିବାକୁ ପ୍ରସ୍ତୁତ । ଆଜି ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଛି । ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଆଲୋଚନା ହବ । ୫ ମାସର ଉପଲବ୍ଧି ମଧ୍ୟ ରଖିବେ ସରକାର । ଆଇନ ଶୃଙ୍ଖଳା ଏକ ପ୍ରସଙ୍ଗ ନୁଁହ । ପୂର୍ବ ସରକାର ରେ ଯେଉଁ ଭଳି ସ୍ତିତି ଥିଲା ତା ନାହିଁ । ଶୀତ ଅଧିବେଶନ ପାଇଁ ସରକାର ସମ୍ପୂର୍ଣ ପ୍ରସ୍ତୁତ ।