ନୂଆଦିଲ୍ଲୀ :ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ବଡ ଘୋଷଣା । ସେ କହିଛନ୍ତି ଯେ ବିଶ୍ୱରେ ଅର୍ଥିନୀତିର ଅବସ୍ଥା ବିଗିଡି ଯାଇଛି । ଆରବିଆଇ ମୁଦ୍ରାସ୍ପୀତିର ବୃଦ୍ଧି ହାର ଚିନ୍ତା ଜନକ ହୋଇଛି । ଯୁଦ୍ଧ ନେଇ ମୁଦ୍ରାସ୍ପୀତି ଏବଂ ଅଭିବୃଦ୍ଧି ନେଇ ହୋଇଥିବା ପୂର୍ବର୍ାନୁମାନ ବଦଳି ଯାଇଛି ।ଏହାକୁ ଦୃଷ୍ଟିରେ ରଖି ଆରବିଆଇ ରେପୋ ହାର କୁ ୦.୪୦ ପ୍ରତିଶତ ବୃଦ୍ଧି କରିଛି । ବର୍ତ୍ତମାନ ରେପୋ ହାର ୪.୪୦ ପ୍ରତିଶତ କୁ ବୃଦ୍ଧି ପାଇଛି ।