ଅଯୋଧ୍ୟା: ଜୁନ୍ ୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ ରାମ ମନ୍ଦିର ନିର୍ମାଣ କାମ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିର୍ମାଣ କମିଟି ଅଧ୍ୟକ୍ଷଙ୍କ ସୂଚନା । ବାଲ୍ମିକି, ଅହିଲ୍ୟା, ସାବେରୀ ମାତାଙ୍କ ମନ୍ଦିର ଜୁନ୍ ୫ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିବ । ଇଞ୍ଜିନିୟରିଂ ଓ ଡିଜାଇନ୍ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା । ମନ୍ଦିର ଯେଭଳି ନିର୍ମାଣ ହୋଇଛି, ହଜାର ବର୍ଷ ଯାଏଁ ତିଷ୍ଠିବ ।