32.1 C
Bhubaneswar
Friday, October 18, 2024
Homeଓଡିଶାନବୀନ ନିବାସରେ ରାଜେନ୍ଦ୍ର, ଅମରେଶ

ନବୀନ ନିବାସରେ ରାଜେନ୍ଦ୍ର, ଅମରେଶ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ନବୀନ ନିବାସରେ ନେତାଙ୍କ ଗହଳି । ନିଜ ସମର୍ଥକଙ୍କ ସହ ନବୀନ ନିବାସରେ ପହଞ୍ଚୁଛନ୍ତି ନେତା । ନବୀନ ନିବାସରେ ବିଧାୟକ ରାଜେନ୍ଦ୍ର ସାହୁ ଓ କର୍ପୋରେଟର ଅମରେଶ ଜେନା । ନବୀନ ନିବାସ ବାହାରେ ଗଣମାଧ୍ୟମକୁ ଉଭୟଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ କହିଲେ ବିଧାୟକ ରାଜେନ୍ଦ୍ର । ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ଆମେ ପାଳନ କରିବୁ କହିଲେ । କର୍ପୋରେଟର ତଥା ସା.ସଂପାଦକ ଅମରେଶ ଜେନାଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ଠିକ ସମୟରେ ଠିକ ମିଷ୍ପତ୍ତି ନେବେ । ସମସ୍ତେ ଆସୁଛନ୍ତି ମୁଁ ମଧ ଆସୁଛି କହିଲେ ଅମରେଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking