34.1 C
Bhubaneswar
Thursday, June 20, 2024
Homeଓଡିଶାକୋପଣ୍ଡ ଗ୍ରାମରେ ନିଆରା ଢଙ୍ଗରେ ରଜ ଉତ୍ସବ ପାଳିତ

କୋପଣ୍ଡ ଗ୍ରାମରେ ନିଆରା ଢଙ୍ଗରେ ରଜ ଉତ୍ସବ ପାଳିତ

ଯାଜପୁର : ଆକାଶରେ ମେଘ ନାହିଁ l ଗୁଳୁ ଗୁଳି ଲୋକ ମାନଙ୍କୁ ଅତିଷ୍ଟ କରିଛି ସାଙ୍ଗକୁ ଗରମ ପବନ ପବନ ବୋହୁଛି l ତଥାପି ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ଓ ଭାଈ ଚରା କୁ ଉଦଜିବିତ କରାଇବା ପାଇଁ ଯାଜପୁର ରୋଡ ସହର କୋପୋଣ୍ଡ ଗ୍ରାମ ରେ ନିଆରା ଢଙ୍ଗ ରେ ଗ୍ରାମ ବାସି ମାନେ ମନ ପ୍ରାଣରେ ରାଜ ଉତ୍ସବ ପାଳନ କରୁଛନ୍ତି l କ୍ରିକେଟ ରଜ ଦୋଳି ସଙ୍ଗିତ ପିଠା ପ୍ରତିଯୋଗିତା ରେ ସମଗ୍ର ଗ୍ରାମ ବାସି ମାନେ ମସ୍ ଗୁଲୁ ହୋଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking