ପୁରୀ: ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । ଚଢାଉ ସମୟରେ ଗିରଫ ହେଲେ ୧୪ ଜଣ । ସଦର ଥାନା ଖଡିପଦାରେ ହୋଇଛି ଚଢାଉ । ଚଢାଉ କରି ୭ ଲକ୍ଷ ୭୧ ହଜାର ଟଙ୍କା ଜବତ କରାଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ନେଇ ସୂଚନା ମିଳିଛି । ଚଢାଉ ସ୍ଥାନରୁ ୬ ବାଇକ୍ ଓ ୨ଟି ଚାରି ଚକିଆ ଗାଡି ଜବତ କରାଯାଇଛି ।