21.1 C
Bhubaneswar
Saturday, February 14, 2026
Homeଓଡିଶାଓଡ଼ିଶାର ଆୟକର ମୁଖ୍ୟ କମିଶନର ହେଲେ ରାହୁଲ କର୍ଣ୍ଣ

ଓଡ଼ିଶାର ଆୟକର ମୁଖ୍ୟ କମିଶନର ହେଲେ ରାହୁଲ କର୍ଣ୍ଣ

ଭୁବନେଶ୍ବର : ଆଇଆରଏସ ରାହୁଲ କର୍ଣ୍ଣ  ଓଡିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। କର୍ଣ୍ଣ ୧୯୮୯ ବ୍ୟାଚର ଭାରତୀୟ ରାଜସ୍ୱ ସେବା ଅଧିକାରୀ। ଓଡିଶାରେ ଦାୟିତ୍ ଗ୍ରହଣ କରିବା ପୂର୍ବରୁ ସେ ଆୟକର (ଅନୁସନ୍ଧାନ), ବିହାର ଏବଂ ଝାଡ଼ଖଣ୍ଡର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ ତୁଲାଇଛନ୍ତି। ଆୟକର ବିଭାଗରେ କାର୍ୟ୍ୟ କରିଥିବାରୁ କର୍ଣ୍ଣଙ୍କୁ ବହୁତ ପ୍ରଶଂସା କରାଯାଇଛି। ଏହାପୂର୍ବରୁ ସେ ମୁମ୍ବାଇରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଡେପୁଟେସନରେ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking