17.1 C
Bhubaneswar
Tuesday, February 3, 2026
Homeଓଡିଶାଏସସିବିରେ ରାଗିଂ ଅଭିଯୋଗ

ଏସସିବିରେ ରାଗିଂ ଅଭିଯୋଗ

ବ୍ୟୁରୋ : ଏସସିବିରେ ରାଗିଂ ଅଭିଯୋଗ । କଟକ ଏସସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ କରାଯାଇଛି  ା  ଏମବିବିଏସ ପ୍ରଥମ ବର୍ଷ ଛାତଙ୍କୁ ଶେଷ ବର୍ଷ ଛାତ୍ର ରାଗିଂ କରିଛନ୍ତି । ଏନେଇ ଅଭିଯୋଗ ଆଣିଲେ ଏମବିବିଏସ ପ୍ରଥମ ବର୍ଷ ଛାତ୍ର  ା ଅଭିଯୋଗ ପରେ  ଆଣ୍ଟିବଡି  ରାଗିଂ କମିଟିର ବୈଠକ ବସିବ । ଅଭିଯୋଗକାରୀ ଛାତ୍ରଙ୍କ ତଥ୍ୟ ଅନୁସାରେ ଯାଞ୍ଚ କରାଯିବ । ସୂଚନା ଅନୁସାରେ ଉଭୟଙ୍କୁ ଡାକି ପଚରା ଉଚରା କରାଯିବ । ସଂପୃକ୍ତ ଘଟଣାରେ କେତେଜଣ ସାମିଲ ଥିଲେ   ତାହା ମଧ୍ୟ  ଜଣାପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking