29.1 C
Bhubaneswar
Wednesday, July 3, 2024
Homeଓଡିଶାପ୍ରଶ୍ନପତ୍ର ଲିକ୍ ନୁହେଁ,ମୁଦ୍ରଣ ତ୍ରୃଟି: ସମୀର ଦାସ

ପ୍ରଶ୍ନପତ୍ର ଲିକ୍ ନୁହେଁ,ମୁଦ୍ରଣ ତ୍ରୃଟି: ସମୀର ଦାସ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାନ୍ତ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପତିକ୍ରିୟା ରଖିଛନ୍ତି । ପ୍ରଶ୍ନପତ୍ର ଲିକ ନୁହେଁ,ମୁଦ୍ରଣ ଜନିତ ତ୍ରୃଟି ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ । ଇତିହାସ,ରାଜନୀତି ବିଜ୍ଞାନ ବି ସେଟ ପ୍ରଶ୍ନରେ କିଛି ତ୍ରୃଟି ଅଛି । ପ୍ରଶ୍ନପତ୍ରରେ କିଛି ମୁଦ୍ରଣ ଜନିତ ତ୍ରୃଟି ରହିଛି ବୋଲି ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସ୍ପଷ୍ଟିକରଣ ଦିଆ ସରିଛି । ଛାତ୍ରଛାତ୍ରୀମାନେ ଚିନ୍ତିତ ହୁଅନ୍ତୁନି । କୌଣସି ଅସୁବିଧା ହେବନି । ମୂଲ୍ୟାଙ୍କନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking