30.1 C
Bhubaneswar
Thursday, March 19, 2026
Homeଓଡିଶାପୁରୀ : ବେଳାଭୂମିରୁ ମଣିଷ କଙ୍କାଳ ଉଦ୍ଧାର

ପୁରୀ : ବେଳାଭୂମିରୁ ମଣିଷ କଙ୍କାଳ ଉଦ୍ଧାର

ପୁରୀ : ପୁରୀ ବେଳାଭୂମିରୁ ଉଦ୍ଧାର ହେଲା ମଣିଷ କଙ୍କାଳ ଓ ଖପୁରୀ । ଗତକାଲି ବିଳମ୍ବିତ ରାତିରେ ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ ପଡିଥିବା ଦେଖିବାକୁ ମିଳିଥିଲା। ଏହା ଜଣେ ପୁରୁଷ କଙ୍କାଳ ବୋଲି ସେଠାରେ ମିଳିଥିବା ସାର୍ଟରୁ ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ପୁରୀ ବଳିଆପଣ୍ଡା ପୁଲିସ ଖପୁରୀ ଓ ଶରୀର ଅଂଶକୁ ଜବତ କରି ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ଟେଷ୍ଟିଂ ପାଇଁ ପଠାଇଛି। ଅନ୍ୟପଟେ ଏହି ମୃତ ଦେହ କାହାର ତାହା ଜଣାପଡି ନାହିଁ । ମୃତଦେହ ଚିହ୍ନଟ ପାଇଁ ପୁଲିସର ଉଦ୍ୟମ ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking