27.1 C
Bhubaneswar
Sunday, September 29, 2024
Homeଓଡିଶାଖୁବ ଶୀଘ୍ର ପୁରୀରୁ  ଅଯୋଧ୍ୟା ଚାଲିବ ସ୍ୱତନ୍ତ୍ର ଟ୍ରେନ : ଅଶ୍ୱିିନୀ ବୈଷ୍ଣବ

ଖୁବ ଶୀଘ୍ର ପୁରୀରୁ  ଅଯୋଧ୍ୟା ଚାଲିବ ସ୍ୱତନ୍ତ୍ର ଟ୍ରେନ : ଅଶ୍ୱିିନୀ ବୈଷ୍ଣବ

ଭୁବନେଶ୍ୱର : ରେଳ ମନ୍ତ୍ରୀଙ୍କ ଘୋଷଣା ପୁରୀରୁ  ଅଯୋଧ୍ୟା ଚାଲିବ ସ୍ୱତନ୍ତ୍ର ଟ୍ରେନ । ଜୁଲାଇ – ଅଗଷ୍ଟ ମାସରେ ପୁରୀରୁ – ଅଯୋଧ୍ୟା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ । ପୁରୀ ମିଟିଂରେ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିିନୀ ବୈଷ୍ଣବ । ପୁରୀ – କୋଣାର୍କ ରେଳ ପ୍ରକଳ୍ପ ଆରମ୍ଭ ହେବ କହିଲେ ମନ୍ତ୍ରୀ । ଖୁବଶୀଘ୍ର ରେଳ ଲାଇନକୁ ଆପ୍ରୁଭାଲ ମିଳିବ ବୋଲି କହିଲେ  ।

୩ୟ ପାଳିରେ ଆହୁରି ବିକାଶ କାମ ହେବ : ନୀତିନ ଗଡକରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking