21.1 C
Bhubaneswar
Sunday, November 24, 2024
Homeଓଡିଶା୨ ଦୁଷ୍କର୍ମୀଙ୍କୁ ଫାଶି ଦଣ୍ଡାଦେଶ

୨ ଦୁଷ୍କର୍ମୀଙ୍କୁ ଫାଶି ଦଣ୍ଡାଦେଶ

ଜଗତସିଂହପୁର : ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଫାଶି । ୨ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଲେ ଜଗତସିଂହପୁର ପକ୍ସୋ କୋର୍ଟ । ୨ ଦୋଷୀ ସେଖ ଆସିଫ୍ ଓ ସେକ୍ ଅକିଲକୁ ଫାଶି ଦଣ୍ଡାଦେଶ । ୨୦୧୪ରେ ତିର୍ତ୍ତୋଲ ଥାନା ଅଂଚଳରେ ଗଣଦୁଷ୍କର୍ମ ହତ୍ୟା ଘଟିଥିଲା । ଚକୋଲେଟ୍ ନେଇ ଫେରୁଥିବା ନାବାଳିକାକୁ ଉଠାଇ ନେଇଥିଲେ ଦୁର୍ବୁତ୍ତ । ୮ ବର୍ଷର ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ ପରେ ହତ୍ୟା କରିଥିଲେ । ପ୍ରମାଣ ଅଭାବ ରୁ ଅନ୍ୟ ୨ ଅଭିଯୁକ୍ତଙ୍କୁ ଖଲାସ କଲେ କୋର୍ଟ ।

ସମୁଦ୍ରକୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking