ଭୁବନେଶ୍ୱର: ଓଆରଏଚଡିସି ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କୁ ସଜା । ବିନୋଦ କୁମାରଙ୍କ ସହ ୫ଜଣଙ୍କୁ ଦଣ୍ଡାଦେଶ ଦେଲେ ଭିଜିଲାନ୍ତ୍ର କୋର୍ଟ । ସିଏସ୍ ସ୍ୱସ୍ତିରଂଜନ ମହାପାତ୍ର,ରିକଭରି ଆସିଷ୍ଟାଣ୍ଡ ଉମେଶ ସ୍ୱାଇଁଙ୍କୁ ସଜା ଦିଆଯାଇଛି । ମ୍ୟାନେଜିଂ ପାର୍ଟନର ରଶ୍ମି ପଟ୍ଟନାୟକ ଓ ରତନ ସାହୁଙ୍କୁ ଦଣ୍ଡାଦେଶ । ପ୍ରତ୍ୟେକଙ୍କୁ ୩ବର୍ଷ ଲେଖାଁଏ ଜେଲ୍ ଓ ୫୦ହଜାର ଟଙ୍କା ଜରିମାନ । ଜରିମାନା ଅନାଦାୟ ଆଉ ୬ମାସ ଜେଲ ଦଣ୍ଡ ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଜାଲ କାଗଜପତ୍ରରେ ୩୫ଟି ଡୁପ୍ଲେ୍କ୍ସ କରାଇବା ନାଁରେ ଦୁର୍ନୀତି ହୋଇଥିଲା ।