24.1 C
Bhubaneswar
Tuesday, October 22, 2024
Homeବଲିଉଡପୁନମ ପାଣ୍ଡେ ଜୀବିତ

ପୁନମ ପାଣ୍ଡେ ଜୀବିତ

ମୁମ୍ବାଇ : ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ଜୀବିତ । ଜୀବିତ ଥିବା ନେଇ ଇନଷ୍ଟାଗ୍ରାମରେ ଭିଡିଓ ଜାରି କଲେ । ସର୍ଭିକାଲ କ୍ୟାନସର ସଚେତନା ପାଇଁ ଏପରି କରିଥିବା କହିଲେ । ମୃତ୍ୟୁ ନେଇ କାଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଗତକାଲି ତାଙ୍କର ମୃତୁ୍ୟ ହୋଇଥିବା ନେଇ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସୂଚନା ଦିଆଯାଇଥିଲା । ୩୨ ବର୍ଷ ବୟସରେ ତାଙ୍କର ସର୍ଭିକାଲ କ୍ୟାନସର ଯୋଗୁଁ ପରଲୋକ ହୋଇଥିବା ନେଇ ଗତକାଲି ଜାତୀୟ ଗଣମାଧ୍ୟମରେ ବି ଖବର ପ୍ରକାଶ ପାଇଥିଲା ।  ତେବେ  ସର୍ଭିକାଲ କ୍ୟାନସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏପରି କରିଥିବା ପୁନମ କହିଛନ୍ତି ।

୩୨ ବର୍ଷରେ ମଡେଲ ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ପରଲୋକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking