31.1 C
Bhubaneswar
Tuesday, March 24, 2026
Homeଓଡିଶାସରକାରୀ ଓକିଲ ଗିରଫ

ସରକାରୀ ଓକିଲ ଗିରଫ

ବାରିପଦା :  ବାରିପଦା ଜିଲ୍ଲା ଉଦଳା ବିଚାରପତିଙ୍କ ଦସ୍ତଖତ ଜାଲିଆତି କରି ଟଙ୍କା ହଡପ ମାମଲାରେ  ସରକାରୀ ଓକିଲ ପ୍ରତୀମା ସାହୁ ଗିରଫ ହୋଇଛନ୍ତି । ଉଦଳା ପରିବା ବଜାର ନିକଟରୁ ଗିରଫ  କଲା ପୁଲିସ । ମାମଲାରେ ମୋଟ ଗିରଫ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । ଦସ୍ତଖତ ଓ ଷ୍ଟାମ୍ପ ଜାଲିଆତି କରି ଟଙ୍କା ହଡପ କରିଥିବା ଅଭିଯୋଗ  ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking