ନୂଆଦିଲ୍ଲୀ: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରିୟଙ୍କା ଗାନ୍ଧି ଉଦବେଗ ପ୍ରକାଶ କରିଛନ୍ତି । କହିଛନ୍ତି, ଓଡିଶାରେ ପୁଣି ଏକ ଝିଅ ନ୍ୟାୟ ପାଇଁ ଲଢି ହାରିଗଲା । ପୀଡିତା ନିଜ ସହ ହୋଇଥିବା ଅତ୍ୟାଚାରକୁ ନେଇ ପ୍ରଶ୍ନ ଉଠାଇଥିଲା । କିନ୍ତୁ ନ୍ୟାୟ ମିଳିବା ବଦଳରେ ମିଳିଲା ଅପମାନ ଓ ପ୍ରତାରଣା । ଏଭଳି ଅତ୍ୟାଚାର ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଦେଲା ।
ओडिशा में एक और बेटी न्याय के लिए लड़ते हुए हार गई। अपने साथ हुए अत्याचार को लेकर उसने आवाज उठाई लेकिन न्याय मिलने की जगह मिला अपमान और प्रताड़ना। इस दोहरे अत्याचार ने उसे ख़ुदकुशी के लिए मजबूर कर दिया।
क्या दिल्ली से लेकर यूपी तक, मणिपुर से लेकर ओडिशा तक, भाजपा का एक ही कायदा…
— Priyanka Gandhi Vadra (@priyankagandhi) July 15, 2025










