36.7 C
Bhubaneswar
Wednesday, June 17, 2026
Homeଓଡିଶାପୁରୀ ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା

ପୁରୀ ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା

ପୁରୀ: ପୁରୀ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୁରୀ ଜିଲ୍ଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ନେଇ ଜଣାପଡ଼ିଛି। ବେକରେ ଗାମୁଛା ଲଗାଇ କଏଦୀ ଆତ୍ମହତ୍ୟା କରିଥିବା ନେଇ ମିଳିଛି ସୂଚନା। ମୃତକ ଜଣ ହେଲେ ପିପିଲିର ବୁଲୁ ବେହେରା। ସେ ଜୁଲାଇ ମାସରୁ ଜେଲ୍‌ରେ ଥିଲେ। ପୋକ୍ସୋ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିଲେ ବୁଲୁତେବେ କାହିଁକି ଆତ୍ମହତ୍ୟା କଲେ ଜଣାପଡିନାହିଁପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking