34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଇଜିପ୍ଟ ରାଷ୍ଟ୍ରପତିଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଇସ୍ରାଏଲ୍‌-ହାମାସ୍ ଯୁଦ୍ଧ ମଧ୍ୟରେ ଗାଜା ପରିସ୍ଥିତିକୁ ନେଇ ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ୍ ଫତହ ଅଲ୍‌-ସିସିଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି । ଅଞ୍ଚଳରେ ଜାରୀ ସଂଘର୍ଷର ଗୁରୁତର ସୁରକ୍ଷା ଏବଂ ମାନବୀୟ ପରିଣାମ ଉପରେ ଉପରେ ଏହି ଅବସରରେ ଦୁଇନେତା ଆଲୋଚନା କରିଛନ୍ତି ।

ଇଜିପ୍ଟ ରାଷ୍ଟ୍ରପତିଙ୍କ ମୁଖ୍ୟପାତ୍ରଙ୍କ ଅନୁସାରେ ସେମାନେ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ନିମନ୍ତେ ସାମିରିକ ଉତ୍ତେଜନା ହ୍ରାସ ତଥା କୂଟନୈତିକ ପ୍ରୟାସର ସମ୍ଭାବ୍ୟ ଉପରେ ବିଚାର ବିମର୍ଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking