28.1 C
Bhubaneswar
Saturday, February 28, 2026
Homeଓଡିଶାବିଜେଡିରୁ ବିଦା ହେଲେ ପ୍ରଭାତ

ବିଜେଡିରୁ ବିଦା ହେଲେ ପ୍ରଭାତ

ଭୁବନେଶ୍ୱର : ବିଜେଡି ନେଲା କଡ଼ା କାର୍ଯ୍ୟାନୁଷ୍ଠାନ। ପ୍ରଭାତ ବିଶ୍ୱାଳଙ୍କୁ ବହିଷ୍କାର କଲା ବିଜେଡି। ପ୍ରଭାତଙ୍କୁ ବିଜେଡିରୁ ବହିଷ୍କାର କଲେ ବିଜେଡି ସୁପ୍ରିମୋ । ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବିରୋଧରେ ବୟାନ ପାଇଁ ପ୍ରଭାତଙ୍କୁ ବହିଷ୍କାର କରାଯାଇଛି। ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ସୂଚନା ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking