ଭୁବନେଶ୍ୱର: ଜାଲ ଶିକ୍ଷକ ସାର୍ଟିଫିକେଟ ପରେ ଏବେ ସାମ୍ନାକୁ ଆସିଛି ପୋଷ୍ଟମାଷ୍ଟର ନିଯୁକ୍ତି ପ୍ରସଙ୍ଗ । ଯାଞ୍ଚ ହେବ ପୋଷ୍ଟମାଷ୍ଟର,ଆସିଷ୍ଟାଣ୍ଟପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟ । ଏନେଇ ଏକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ପିଏମଜି ନିର୍ଦ୍ଧେଶକ ସୁରେଶ ଚନ୍ଦ୍ର ବାରିକ । ୨୦୧୮ ପରେ ନିଯୁକ୍ତି ପାଇଥିବା କର୍ମଚାରିକଙ୍କ ସାର୍ଟିଫିକେଟ ଯାଞ୍ଚ ହେବ । ଜାଲ ସାର୍ଟିଫିକେଟରେ ଚାକିରି କରିଥିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ହସିବାରେ ଯଦି ଅସୁବିଧା ଦେଖାଦେଉଛି ତେବେ ଆପଣ ଏହି ଗମ୍ଭୀର ମସ୍ତିଷ୍କ ରୋଗରେ ପୀଡିତ ନୁହନ୍ତି ତ ?