24.1 C
Bhubaneswar
Sunday, October 20, 2024
Homeଓଡିଶାନଭେମ୍ବର ୨୬ରେ ହେବ ପୋଲିସ ଏସଆଇ ପରୀକ୍ଷା

ନଭେମ୍ବର ୨୬ରେ ହେବ ପୋଲିସ ଏସଆଇ ପରୀକ୍ଷା

ଭୁୁବନେଶ୍ୱର: ନଭେମ୍ବର ୨୬ରେ ହେବ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା । ନଭେମ୍ବର ୨୬ରେ ପରୀକ୍ଷା କରାଯିବାକୁ ଆପାତତଃ ସ୍ଥିର ସୂଚନା ମିଳିଛି । ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏଭଳି ସୂଚନା ମିଳିଛି । ୨୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ଓଏମଆର ପ୍ରଣାଳୀରେ ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କୁ ବିସ୍ତୃତ ତଥ୍ୟ ଇ-ମେଲ ମାଧ୍ୟମରେ ଜଣାଇ ଦିଆଯିବ ।

ହାର୍ଦ୍ଦିକଙ୍କ ସ୍ଥାନରେ ଅଶ୍ୱିନଙ୍କୁ ଟିମରେ ମିଳିପାରେ ସ୍ଥାନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking