29.1 C
Bhubaneswar
Saturday, February 7, 2026
Homeଓଡିଶାପୋଲାଭରମ: ବିଜେପିର ବଡ ବୟାନ

ପୋଲାଭରମ: ବିଜେପିର ବଡ ବୟାନ

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପକୁ ନେଇ ବିଜେପିର ବଡ ବୟାନ । ପ୍ରତିକ୍ରିୟା ରଖିଲେ ସାଂସଦ ବଳଭଦ୍ର ମାଝୀ । ଥିଥାନା ନହେବା ଯାଏଁ ପୋଲାଭରମ ପାଣି ମଡାଇଦେବୁନୁ । ସର୍ଭେ କରି ସମସ୍ତଙ୍କୁ ଉଚିତ ଥଇଥାନ କରାଯିବ । ନଚେତ ପ୍ରକଳ୍ପ କାମ ଆରମ୍ଭ କରାଇ ଦେବୁନୁ । ବିଜେଡି ଅମଳରେ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏବେ ପିକନିକ୍ ପାଇଁ ଯାଇଛି ବିଜେଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking