ନୂଆଦିଲ୍ଲୀ: ୨୦୩୦-୩୧ ଯାଏଁ ପିଏମ କିଷାନ ଯୋଜନା ବଢିଲା । ମୋଟ ଆର୍ଥିକ ବ୍ୟୟ ୩.୧୫ ଲକ୍ଷ କୋଟି ଟଙ୍କା ହେବ । ଚାଷୀମାନଙ୍କୁ ଏଯାଏଁ୪.୪୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି ।