ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା । କହିଛନ୍ତି ହିନ୍ଦୁ ସଂସ୍କୃତି ଓ ପରମ୍ପରା ସହ ଖେଳିଲେ ଭୋଗିବ । ନାଁ ନନେଇ ମମତାଙ୍କୁ କଡା ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ । ଧାମ ତିଆରି, ନାମକରଣ କରିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ । ଏଥିପାଇଁ ହିନ୍ଦୁ ସଂସ୍କୃତିରେ ଅଲଗା ପରମ୍ପରା ଅଛି । ଏଥିପାଇଁ ଫଳ ନିଶ୍ଚୟ ଭୋଗିବେ ଅପେକ୍ଷା କରନ୍ତୁ ।