21.1 C
Bhubaneswar
Sunday, December 7, 2025
Homeଓଡିଶାପୀତବାସ ପଣ୍ଡା ହତ୍ୟା: ରିମାଣ୍ଡରେ ୬ ଅଭିଯୁକ୍ତ

ପୀତବାସ ପଣ୍ଡା ହତ୍ୟା: ରିମାଣ୍ଡରେ ୬ ଅଭିଯୁକ୍ତ

ବ୍ରହ୍ମପୁର: ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତ ପୋଲିସ ରିମାଣ୍ଡରେ। ଅଭିଯୁକ୍ତ ଉମା ବିଷୋୟୀ, କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଯୋଗୀ ରାଉତ, କର୍ପୋରେଟର ମଳୟ ବିଷୋୟୀ ଓ ମଦନ ଦଳାଇକୁ ୭ ଦିନିଆ ରିମାଣ୍ଡରେ ନେବାକୁ ବ୍ରହ୍ମପୁର SDJM କୋର୍ଟରେ ପୋଲିସ ଆବେଦନ କରିଥିଲା। କୋର୍ଟ ୨ ଦିନ ପାଇଁ ଅନୁମତି ଦେଇଛନ୍ତି। ଗତ ରାତିରେ ହିଁ କୁରୁପତି ଓ ଉମାକୁ ରିମାଣ୍ଡରେ ନେଇଛି ପୋଲିସ । ବାକି ୪ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ନେଇଛି ପୋଲିସ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking