31.1 C
Bhubaneswar
Thursday, July 4, 2024
Homeଓଡିଶାପିକନିକ୍ ବସ୍ ଦୁର୍ଘଟଣା: ୪୦ ଆହତ

ପିକନିକ୍ ବସ୍ ଦୁର୍ଘଟଣା: ୪୦ ଆହତ

କାମାକ୍ଷାନଗର: ପିକନିକ୍ ବସ୍‌ର ସିରିଜ୍ ଦୁର୍ଘଟଣାରେ ୪୦ ଜଣ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ହାଇୱାକୁ ବସ୍ ଧକ୍କା ଦେବା ପରେ ବସକୁ ପିଟିଲା ଆଉ ଏକ ଟ୍ରକ୍ । ମହାବୀରରୋଡ ଥାନା ଭେଜିଆ ଛକରେ ସିରିଜ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି । ଉଭୟ ଗାଡିର ଡ୍ରାଇଭର ସହ ବସ୍‌ରେ ଥିବା ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking