35.2 C
Bhubaneswar
Wednesday, April 8, 2026
Homeଓଡିଶାମେ’ ୫ରୁ ପିଜି ପ୍ରବେଶିକା ପରୀକ୍ଷା

ମେ’ ୫ରୁ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ମେ ୫ରୁ ପିଜି ପ୍ରବେଶିକା ପରୀକ୍ଷା । ଉଚ୍ଚଶିକ୍ଷା ବିଭାଗ ଏସଏସବି ପକ୍ଷରୁ ପିଜି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ମେ ୫ରୁ ୧୬ ଯାଏଁ ଅନୁଷ୍ଠିତ ହେବ ପ୍ରବେଶିକା ପରୀକ୍ଷା । ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ହେବ ପ୍ରବେଶିକା ପରୀକ୍ଷା । ୩୧, ୯୧୫ ପିଜି ସିଟ ନିମନ୍ତେ ଆବେଦନ କରିଛନ୍ତି ୫୮, ୭୦୮ ଛାତ୍ରଛାତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking