30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶପୁଣି ବଢିବ ପେଟ୍ରୋଲ, ଡିଜେଲ ମୂଲ୍ୟ

ପୁଣି ବଢିବ ପେଟ୍ରୋଲ, ଡିଜେଲ ମୂଲ୍ୟ

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ତେଲ ବଜାରରେ ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବିଶେଷ କରି ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ଉତ୍ପାଦନକାରୀ ରାଷ୍ଟ୍ର (ଓପେକ ପ୍ଲସ)ଗୁଡିକ ନିଷ୍ପତ୍ତି ନେବା ପରେ ଗଚ୍ଛିତ ତେଲ ମୂଲ୍ୟ ଆକସ୍ମିକ ଭାବେ ୨% ବୃଦ୍ଧି ପାଇଛି। ପ୍ରକାଶ, ରୁଷ୍ ସମେତ ଅନ୍ୟାନ୍ୟ ତୈଳ ଉତ୍ପାଦାନକାରୀ ଦେଶଗୁଡିକ ପ୍ରତିଦିନ ୨.୨ ବ୍ୟାରେଲ କମ୍ ଅଶୋଧିତ ତୈଳ ଉତ୍ପାଦନ ଆଉ ଏକ ମାସ ଡିସେମ୍ବର ପର୍ଯ୍ୟନ୍ତ କରିବାକୁ ଗତ ରବିବାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇରାନ ଦିନେ ଦୁଇ ଦିନମଧ୍ୟରେ ଇସ୍ରାଏଲ ଏବଂ ଇରାକ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ବିଶେଷଜ୍ଞଙ୍କ ମତରେ ଇସ୍ରାଏଲ୍ ବିରୋଧରେ ଇରାନର ପଦକ୍ଷେପ, ଆମେରିକା ନିର୍ବାଚନ ଏବଂ ଫେଡେରେଲ ରିଜର୍ଭର ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି। ତେବେ ସୋମବାର ଠାରୁ ଶୁକ୍ରବାର ମଧ୍ୟରେ ହେବାକୁ ଥିବା ନ୍ୟାଶନାଲ ପିପୁଲସ୍ କଂଗ୍ରେସର ଷ୍ଟାଣ୍ଡିଂ କମିଟି ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking