17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶରାଜୀବ ହତ୍ୟାକାରୀଙ୍କ ପିଟିସନ ହାଇକୋର୍ଟରେ ଖାରଜ

ରାଜୀବ ହତ୍ୟାକାରୀଙ୍କ ପିଟିସନ ହାଇକୋର୍ଟରେ ଖାରଜ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାରେ ଦୋଷୀସାବ୍ୟସ୍ତ ହୋଇ ଦଣ୍ଡାଦେଶ ଭୋଗୁଥିବା ମୁରୁୁଗାନ୍ ନାମକ ଦୋଷୀର ପିଟିିସନକୁ ମାଡ୍ରାସ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି । ଜେଲ ଅଧିକାରୀଙ୍କ ତରଫରୁ ଦାଏର କରାଯାଇଥିବା ମାମଲା ପ୍ରତ୍ୟାହାର କରିବାକୁୁ ମୁରୁଗାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୦ରେ ଜେଲ ଅଧିକାରୀମାନେ ପରିଦର୍ଶନରେ ଯାଇଥିବାବେଳେ ମୁରୁଗାନ ସେମାନଙ୍କୁ ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ଫଳରେ ମୁରୁଗାନ ବିରୋଧରେ ମାମଲା ଦାଏର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking