24.1 C
Bhubaneswar
Monday, November 25, 2024
Homeଓଡିଶାକାଲି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା: ଜିଲ୍ଲାପାଳ

କାଲି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା: ଜିଲ୍ଲାପାଳ

ସମ୍ବଲପୁର: ସମ୍ବଲପୁରରେ ୧୪୪ ଧାରା ଭିତରେ ହେବ ହନୁମାନ ଜୟନ୍ତୀ । ହିଂସାକାଣ୍ଡ ପରେ ଏହିଭଳି ନିଷ୍ପତ୍ତି ନିଆଯାଇଛି । ଏବେ ମଧ୍ୟ ୧୪୪ ଧାରା ବଳବତ୍ତର ଥିବା ବେଳେ ଏହି ସ୍ଥିତିରେ ହନୁମାନ ଜୟନ୍ତୀ ପାଳିତ ହେବ । ଶୋଭାଯାତ୍ରା ପାଇଁ ସ୍ୱତନ୍ତ୍ର ବିଜ୍ଞପ୍ତି ଆସିବାକୁ ଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଗାଇଡଲାଇନ ଜାରିକରାଯିବ । ଏ ବାବଦରେ ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି ।ସନ୍ଧ୍ୟା ୭ଟାରୁ ସହରର ବିଭିନ୍ନ ସ୍ଥାନରେ ବାହାରିବ ଶୋଭାଯାତ୍ରା । ବିଭିନ୍ନ କମିଟି ସଫଳ ସହ ଆଲୋଚନା ସଫଳ ହୋଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking