24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଆସାମ ଉଗ୍ରବାଦୀ ଗୋଷ୍ଠୀର ସରକାରଙ୍କ ସହିତ ଶାନ୍ତି ଚୁକ୍ତି

ଆସାମ ଉଗ୍ରବାଦୀ ଗୋଷ୍ଠୀର ସରକାରଙ୍କ ସହିତ ଶାନ୍ତି ଚୁକ୍ତି

ନୂଆଦିଲ୍ଲୀ : ଆସାମର ଉଗ୍ରବାଦୀ ଗୋଷ୍ଠୀ ଡିମାସା ନାସ୍‌ନାଲ୍ ଲିବରେସନ୍ ଆର୍ମି (ଡିଏନ୍‌ଏଲ୍‌ଏ) ଗୁରୁବାର ସରକାରଙ୍କ ସହିତ ଏକ ଶାନ୍ତି ରାଜିନାମାରେ ସ୍ୱାକ୍ଷର କରିଛି । ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ମଧ୍ୟ ଉପସ୍ଥିତ ଥିଲେ ।

ଏହି ଶାନ୍ତି ରାଜିନାମା ସ୍ୱାକ୍ଷରିତ ହେବ ପରେ ଅମିତ ଶାହ କହିଛନ୍ତି, ଏବେ ଆସାମରେ କୌଣସି ଆଦିବାସୀ ଉଗ୍ରବାଦୀ ଗୋଷ୍ଠୀ ନାହାନ୍ତି । ଆସାମର ସମସ୍ତ ଆଦିବାସୀ ଉଗ୍ରବାଦୀ ଗୋଷ୍ଠୀ ମୁଖ୍ୟଧାରାରେ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking