28.1 C
Bhubaneswar
Sunday, June 23, 2024
Homeଓଡିଶାସୌମ୍ୟଙ୍କ 'ମାଟି' ମନ୍ତବ୍ୟକୁ କଡା ସମାଲୋଚନା କଲେ ଖଣ୍ଡପାଡ଼ା ବିଧାୟକ

ସୌମ୍ୟଙ୍କ ‘ମାଟି’ ମନ୍ତବ୍ୟକୁ କଡା ସମାଲୋଚନା କଲେ ଖଣ୍ଡପାଡ଼ା ବିଧାୟକ

ବ୍ୟୁରୋ : ସୌମ୍ୟ ପଟ୍ଟନୟକଙ୍କ ଆଲେଖ୍ୟକୁ କଡା ସମାଲୋଚନା କଲେ ଖଣ୍ଡପାଡ଼ା ବିଧାୟକ ଅନୁଭବ | ସୌମ୍ୟ ଙ୍କ ନା ନନେଇ ବିଜେଡି ନେତା ଅନୁଭବ ପଟ୍ଟନୟକଙ୍କ କଡ଼ା ମନ୍ତବ୍ୟ | ସୌମ୍ୟଙ୍କ ‘ମାଟି’ ମନ୍ତବ୍ୟକୁ ସୈତାନ ର ବେଦ ପାଠ କହିଲେ ଅନୁଭବ | ଦଳ ବଦଳରେ ରେକର୍ଡ କରିଥିବା ଲୋକ ଏବେ ମାଟି କଥା କହୁଛନ୍ତି | ଇତିହାସ ଦୋମୁହାଁ, କ୍ଷମତା ଲୋଭିଙ୍କ ନାଁ ଖୋଜିଲେ ୟାଙ୍କ ନାଁ ପ୍ରଥମେ ଆସିବ | ତେବେ ଅନୁଭବ ଙ୍କ ସମାଲୋଚନା ନେଇ ସୌମ୍ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking