ଭୁବନେଶ୍ୱର: ୨୮ ରୁ ପାରା ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ । ଡିସେମ୍ବର ୨୮ ରୁ ରାଜ୍ୟସ୍ତରୀୟ ପାରା ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଭାଗ ନେବେ । ଡିସେମ୍ବର ୨୮ ରୁ ୩୦ ଯାଏଁ ଚାଲିବ ଏହି ଚମ୍ପିଆନସିପ । ଏ ନେଇ ସମସ୍ତ ପ୍ରକାର ବ୍ୟବସ୍ତା ହୋଇ ସାରିଥିବା ବେଳେ ଜୋର ସୋର ପ୍ରସ୍ତୁତି ଚାଲିଛି । ଏ ନେଇ ସମସ୍ତ ଦର୍ଶକ ମଧ୍ୟ ଉତ୍ସାହିତ ଥିବା ସୂଚନା ରହିଛି ।