19.1 C
Bhubaneswar
Tuesday, January 13, 2026
Homeଖେଳପନ୍ତଙ୍କ ଜବରଦସ୍ତ ଶତକ

ପନ୍ତଙ୍କ ଜବରଦସ୍ତ ଶତକ

ନୂଆଦିଲ୍ଲୀ: ରିଷଭ ପନ୍ତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶତକ ମାରିଛନ୍ତି। ଯଶସ୍ୱୀ ଜୟସୱାଲ ଏବଂ ଶୁଭମନ ଗିଲଙ୍କ ପରେ ସେ ଏହି ମ୍ୟାଚରେ ଶତକ ମାରିବାରେ ତୃତୀୟ ଭାରତୀୟ ବ୍ୟାଟସମ୍ୟାନ। ଶତକ ମାରି ପନ୍ତ ନିଜ ନାମରେ ଏକ ଐତିହାସିକ ରେକର୍ଡ କରିଛନ୍ତି କାରଣ ସେ ଏବେ ଟେଷ୍ଟରେ ସର୍ବାଧିକ ଶତକ ମାରିଥିବା ଭାରତୀୟ ୱିକେଟକିପର ହୋଇସାରିଛନ୍ତି। ଏହା ପନ୍ତଙ୍କ ୭ମ ଟେଷ୍ଟ ଶତକ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking