17.1 C
Bhubaneswar
Tuesday, December 9, 2025
Homeଓଡିଶାସୁଭଦ୍ରାଙ୍କ ରଥରେ ଅଣସେବାୟତ, ଟାଣି ଆଣିଲେ ମୁଖ୍ୟ ପ୍ରଶାସକ

ସୁଭଦ୍ରାଙ୍କ ରଥରେ ଅଣସେବାୟତ, ଟାଣି ଆଣିଲେ ମୁଖ୍ୟ ପ୍ରଶାସକ

 

ପୁରୀ : ଆରମ୍ଭ ହେଲାଦେବୀ ସୁଭଦ୍ରାଙ୍କ ପହଣ୍ଡି ।ସୁଭଦ୍ରାଙ୍କ ପହଣ୍ଡି ବିଜେ ବେଳେ ରଥରେ ଥିଲେ ଅଣସେବାୟତ । ଅଣସେବାୟତଙ୍କୁ ରଥ ଉପରେ ଦେଖି ହାତ ଟାଣି ଆଣିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ତେବେ ପ୍ରଶ୍ନ ଉଠୁଛି ଯଦି ରଥ ଉପରକୁ ଅଣସେବାୟତଙ୍କୁ ଚଢ଼ିବାକୁ ବାରଣ କରାଯାଇଥିଲା ତେବେ କିପରି ସେହି ଅଣସେବାୟତ ରଥ ଉପରକୁ ଉଠିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking