33.1 C
Bhubaneswar
Saturday, October 5, 2024
Homeଓଡିଶାଓଟିଇଟି ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ, ସାନି ଫର୍ମ ଫିଲପ୍ ଆରମ୍ଭ

ଓଟିଇଟି ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ, ସାନି ଫର୍ମ ଫିଲପ୍ ଆରମ୍ଭ

କଟକ : ଓଟିଇଟି ପରୀକ୍ଷା ବିଭ୍ରାଟ ଏବଂ ତାର ପରବର୍ତ୍ତୀ ପଦକ୍ଷେପ ସ୍ଵରୂପ ଆଜିଠୁ ଆରମ୍ଭ ହୋଇଛି ସାନି ଫର୍ମ ଫିଲପ୍। ଯେଉଁଥି ପାଇଁ ଆଜି ହଜାର ହଜାର ସଂଖ୍ୟକ ପରୀକ୍ଷାର୍ଥୀ ମାଧ୍ୟମିକ ଶିକ୍ଷା ପରିଷଦ କାର‌୍ୟ୍ୟାଳୟରେ ଏକାଠି ହୋଇଛନ୍ତି। ଫର୍ମ ଫିଲପ୍ ପାଇଁ ମାତ୍ର ୨ ଦିନ ସମୟ ଦିଆଯାଇଛି। ତେଣୁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ପରୀକ୍ଷାର୍ଥୀମାନେ ଫର୍ମ ଫିଲପ୍ ପାଇଁ ଆଜି ଆସି ବୋର୍ଡ ଅଫିସରେ ଏକାଠି ହୋଇଛନ୍ତି। ତେବେ ପରୀକ୍ଷାର୍ଥୀମାନଙ୍କର କ୍ରମାଗତ ଆନ୍ଦୋଳନକୁ ଆଖିରେ ରଖି ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ବୋର୍ଡ। ସେମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ବୋର୍ଡ ନିଜ ଚିଠିରେ ଉଲ୍ଲେଖ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking