26.1 C
Bhubaneswar
Monday, March 2, 2026
Homeଓଡିଶାବ୍ଲକ୍‌ ଅଫିସ୍‌ରେ ଶାସକ-ବିରୋଧୀ ମୁହାଁମୁହିଁ

ବ୍ଲକ୍‌ ଅଫିସ୍‌ରେ ଶାସକ-ବିରୋଧୀ ମୁହାଁମୁହିଁ

ନୟାଗଡ଼: ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ । ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଜେଡିର ଲୋକ ପ୍ରତିନିଧି ବିଡ଼ିଓଙ୍କଙ୍କ ସହ ଆଲୋଚନା କରୁଥିଲେ। ପରେ କଥା କଟାକଟି ହୋଇ  ପାଟିତୁଣ୍ଡ ହୋଇଥିଲା । ଶେଷରେ ଭାଜପା ବିଜେଡି କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବିବାଦ ଦେଖା ଦେଇ ଚାପା ଉତେଜନା ଦେଖା ଦେଇଥିଲା। ଖବର ପାଇ ଦଶପଲ୍ଲା ଥାନା ପୋଲିସ ବ୍ଲକ୍‌ ଅଫିସରରେ ତାଲା ମାରି ବୁଝାସୁଝା ଜାରି ରଖିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking