27.1 C
Bhubaneswar
Saturday, December 6, 2025
Homeଓଡିଶାକୂଆଖାଇ ନଦୀରେ ବୁଡି ଜଣେ ମୃତ

କୂଆଖାଇ ନଦୀରେ ବୁଡି ଜଣେ ମୃତ

ଭୁବନେଶ୍ୱର: କୁଆଖାଇ ନଦୀରେ ବୁଡି ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସ୍ମନାକୁ ଆସିଛି । ସୂଚନା ଅନୁସାରେ, କୁଆଖାଇ ନଦୀରେ ଗାଧୋଇବାକୁ ଯାଇ ଭାସି ଯାଇଥିଲେ ୪ ଜଣ ସାଙ୍ଗ । ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଘଟଣା ସମ୍ଫର୍କରେ ତୁରନ୍ତ ଜଣାଇଥିଲେ । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଥିଲା । ଜଣେ ବହୁ ସମୟ ଧରି ନିଖୋଜ ଥିଲେ । ଦୀର୍ଘ ସମୟର ଖୋଜାଖୋଜି ପରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପଢନ୍ତି ୪ ଛାତ୍ର ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking