ରାୟଗଡା: ଶୁକ୍ରବାର ରାୟଗଡାର ରିଲାଏନ୍ସ ସପିଂ ମଲ ଆଗରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଟ୍ରକଟି ମଲ ଆଗରେ ଛିଡା ହୋଇଥିବା ତିନି ଜଣଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ହିଁ ମୃତ୍ୟୁ ହୋଇଥିଲ।। ମୃତକଙ୍କ ନାମ କୁମା ଜିଲ୍ଲକାରା । ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଛିା ପଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବୁଝାସୁଝା କରୁଛି ।










