22.1 C
Bhubaneswar
Friday, February 13, 2026
Homeଓଡିଶାଅମ୍ରିତ ମୋହନ ପ୍ରସାଦ ସିଆରପିଏଫ୍ ସ୍ୱତନ୍ତ୍ର ଡିଜି ନିଯୁକ୍ତ

ଅମ୍ରିତ ମୋହନ ପ୍ରସାଦ ସିଆରପିଏଫ୍ ସ୍ୱତନ୍ତ୍ର ଡିଜି ନିଯୁକ୍ତ

ଭୁବନେଶ୍ୱର: ୧୯୮୯ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆରପିଏଫ୍ ସ୍ୱତନ୍ତ୍ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ଗୃହମନ୍ତ୍ରାଳୟର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। ଅମ୍ରିତ ମୋହନ ପ୍ରସାଦ ଓଡ଼ିଶାରେ ଜେଲ ଡିଜି ଅଛନ୍ତି। ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ କରିଥିବା ଆବେଦନକୁ ପୂର୍ବରୁ ରାଜ୍ୟ ସରକାର ମଞ୍ଜୁର ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking