31.1 C
Bhubaneswar
Tuesday, October 22, 2024
Homeଓଡିଶାଚିତ୍ରୋତ୍ପଳାରେ ଭାସି ଗଲେ ବୃଦ୍ଧା

ଚିତ୍ରୋତ୍ପଳାରେ ଭାସି ଗଲେ ବୃଦ୍ଧା

କେନ୍ଦ୍ରାପଡା: ଚିତ୍ରୋତ୍ପଳାରେ ଭାସି ଗଲେ ବୃଦ୍ଧା । ପାଟକୁରା ଥାନା ଟିକିରାଳି ନିକଟରେ ଗାଧୋଇବା ବେଳେ ଭାସିଗଲେ ବୃଦ୍ଧା । ତେବେ ଘଟଣାସ୍ଥଳରେ ପହଂଚିଁ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକେ ଖୋଜାଖୋଜି ଜାରି ରଖିଛନ୍ତି ।

ବର୍ତ୍ତମାନ ସୁଦ୍ଧା ବୃଦ୍ଧାଙ୍କର କୌଣସି ପତ୍ତା ମିଳିପାରି ନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କେଉଁ ପରିସ୍ଥିତିରେ କିଭଳି ବୃଦ୍ଧା ଜଣକ ଭାସିଗଲେ ଓ ଏପରି ଅଘଟଣ ଘଟିଲା ଘଟଣାର କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking