26.1 C
Bhubaneswar
Tuesday, October 22, 2024
Homeଓଡିଶାବୃଦ୍ଧଙ୍କୁ ପିଟିପିଟି ହତ୍ୟା

ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ଭବାନୀପାଟଣା : ଗାଁ ଦାଣ୍ଡରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତ ଦେହ । ନର୍ଲା ଥାନା ଭାଟେଲ ଗାଁ ଦାଣ୍ଡରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବୃଦ୍ଧଙ୍କୁ କେହି ପିଟିପିଟି ହତ୍ୟା କରିଥିବା ଅନୁମାନ କରାଯାଇଛି । ଏହି ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking