29.1 C
Bhubaneswar
Monday, February 9, 2026
Homeଓଡିଶାବିକଶିତ ଭାରତର ଇଞ୍ଜିନ ଓଡିଶା ହେବ : ମୁଖ୍ୟମନ୍ତ୍ରୀ

ବିକଶିତ ଭାରତର ଇଞ୍ଜିନ ଓଡିଶା ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା  ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ସରକାର ଐତିହ୍ୟ ଓ ଲୋକାଚାର ପ୍ରତି ସଚେତନା କରାଯାଇଛି । ମୋଦୀଙ୍କ ସବକା ସାଥ ସବକା ବିକାଶ ଅନୁସାରେ ସବୁ ବର୍ଗର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଜାତୀୟ ଅଭିବୃଦ୍ଧି ଠାରୁ ଆକଳନ କରାଯାଇଛି । ମେକଇନ ଓଡିଶାରେ ରାଜ୍ୟକୁ  ପୁଞ୍ଜିନିବେଶର ପ୍ରକୃଷ୍ଟ ସ୍ଥଳ ଭାବେ ପରିଚିତ କରାଯାଇଛି ।  ବିକଶିତ ଭାରତର ଇଞ୍ଜିନ ଓଡିଶା ହେବ  କହିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ସମୃଦ୍ଧ ଓଡିଶା – ୨୦୩୬କୁ  ଲକ୍ଷ୍ୟ ରଖି ପଦକ୍ଷେପ ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking