29.1 C
Bhubaneswar
Monday, November 18, 2024
Homeଓଡିଶାପାର୍ଥିବ ଶରୀରକୁ ଗ୍ରାମକୁ ନେବାପାଇଁ ସହାୟତା କଲା ଓଡ଼ିଶା-ମୋ ପରିବାର

ପାର୍ଥିବ ଶରୀରକୁ ଗ୍ରାମକୁ ନେବାପାଇଁ ସହାୟତା କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର, : ରାୟଗଡ଼ା ଜିଲ୍ଲାର ହାଟମୁନିଗୁଡ଼ା ଗ୍ରାମର 42 ବର୍ଷିୟ ସୁରି ଗୁଲା ଗଛରୁ ଖସିପଡ଼ି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡ଼ିକାଲରେ ପ୍ରାୟ ଏକ ମାସ ହେବ ଚିକିତ୍ସିତ ହେଉଥିଲେ । ଦୁର୍ଭାଗ୍ୟବଶତଃ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ସୁରିଙ୍କ ମୃତ୍ୟୁପରେ ତାଙ୍କର ପାର୍ଥିବ ଶରୀରକୁ ଭୁବନେଶ୍ୱରରୁ ତାଙ୍କ ଗ୍ରାମକୁ ନେବାପାଇଁ ପରିବାର ଲୋକେ ବିସମକଟକ ବିଧାୟକ ତଥା ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କୁ ନିବେଦନ କରିଥିଲେ । ପରେ ଏହି ବିଷୟରେ ମନ୍ତ୍ରୀ ଶ୍ରୀ ସାରକା ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ । ଓଡ଼ିଶା-ମୋ ପରିବାର ତୁରନ୍ତ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଇ ପାର୍ଥିବ ଶରୀରକୁ ହାଟମୁନିଗୁଡ଼ା ପଠାଇଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking